Chandrayaan 3 : ଚନ୍ଦ୍ର ମିଶନରେ ଓଡିଶାର ପ୍ରମୁଖ ଭୂମିକା

Chandrayaan-3: know about Odisha’s major role in moon mission । ଆପଣ ଜାଣନ୍ତି କି ସାରା ଦେଶର ନଜରରେ ଥିବା ଚନ୍ଦ୍ରାୟନ 3 ପଛରେ ଓଡ଼ିଶାର ରହିଛି ବଡ଼ ଅବଦାନ । ଚନ୍ଦ୍ରୟାନ 3 ର ଅଧିକାଂଶ ଉପକରଣ ଓଡ଼ିଶାରେ ତିଆରି ହୋଇଛି ।