ହାରିଯିବେ କି ମମତା ବାନାର୍ଜୀ ? ନନ୍ଦିଗ୍ରାମ ଏବଂ ଭବାନୀପୋରରେ ଶୁଭେନ୍ଦୁ ଅଧିକାରୀ ଆଗରେ

ପଶ୍ଚିମବଙ୍ଗରେ ଚାଲିଛି ଭୋଟ୍ ଗଣତି । ବିଜେପି ରାଜ୍ୟରେ ଏବେସୁଦ୍ଧା ଆଗରେ ରହିଛି । ଦଳ ୧୪୦ଟି ଆସନରେ ଆଗୁଆ ଥିବା ବେଳେ ଟିଏମସି ୧୧୩ ସିଟରେ ଆଗରେ ରହିଛି । ତେବେ ଏସବୁ ଭିତରେ ବିଜେପି ପାଇଁ ଆଉ ଏକ ଖୁସି ଖବର ଆସିଛି ।Will Mamata Banerjee lose? Shubhendu Prakash ahead in Nandigram and Bhavanipore