ଆସାମରେ ବିଜେପି, ତାମିଲନାଡୁରେ ଟିଭିକେ ଆଗରେ

କଂଗ୍ରେସକୁ ପଛରେ ପକାଇ ବିଜେପି ଆଗରେ। ଆସାମରେ ବିଜେପି, ତାମିଲନାଡୁରେ ଟିଭିକେ ଆଗରେ। ଲଗାତାର ୩ୟ ଥର ପାଇଁ ବିଜେପି ସରକାର ଆଶା ଉଜ୍ଜ୍ୱଳ ହୋଇଛି।BJP ahead in Assam, TVK ahead in Tamil Nadu