ମେ’ ମାସକୁ ନେଇ ଡରାଇଲାଣି ବାତ୍ୟା ଆଶଙ୍କା। ଆମେରିକାସ୍ଥିତ ଆନ୍ତର୍ଜାତିକ ପାଣି ପାଗ ମଡେଲ୍ ଜିଏଫଏସ୍ ପୂର୍ବାନୁମାନ ଦେଖାଉଛି, ବଙ୍ଗୋପସାଗରରେ ବାତ୍ୟା ଆସୁଛି । ସମ୍ଭବତଃ ମେ’ ୧୪-୧୬ ତାରିଖ ଭିତରେ ଏହା ଉପକୂଳରେ ମାଡ଼ ହୋଇପାରେ। ଏମିତିକି ଏହା ଓଡ଼ିଶା ଉପକୂଳରେ ପଶିବା ସମ୍ଭାବନା ଥିବା ନେଇ ଏହି ପ୍ରାକ୍ ଆକଳନ ଚିତ୍ରରେ ଦର୍ଶାଯାଇଛି।Strong storms expected by May 15, GFS shows where they will hit
ମେ ୧୫ ବେଳକୁ ଶକ୍ତିଶାଳୀ ବାତ୍ୟା, କେଉଁଠି ହିଟ୍ କରିବ ଦେଖାଇଲା GFS


More Stories
ନନ୍ଦୀଗ୍ରାମ ଆସନ ଛାଡ଼ିଲେ ଶୁଭେନ୍ଦୁ ଅଧିକାରୀ
ଚୀନକୁ ଭାରତର କଡ଼ା ବାର୍ତ୍ତା
ଆଜି ତାମିଲନାଡୁରେ ବିଜୟଙ୍କ ଫ୍ଲୋର ଟେଷ୍ଟ