ବନ୍ୟା ସମୟରେ ଆପଣାନ୍ତୁ ଏହି ସତର୍କତା, ରୋଗରୁ ରକ୍ଷା ପାଇବା ପାଇଁ ଆପଣାନ୍ତୁ ଏହି ପଦକ୍ଷେପ

Flood disease : Precautions To Be Taken During Flood To Avoid Diseases । ବନ୍ୟା ପରେ କଲେରା, ଟାଇଫଏଡ୍, ଡାଇରିଆ ବାନ୍ତି, ଝାଡ଼ା, ପେଟ ସଂକ୍ରମଣ, ଜ୍ୱର ଭଳି ରୋଗ ହେବାର ଆଶଙ୍କା ସର୍ବାଧିକ ରହିଛି । ଏଥି ସହିତ ବିଭିନ୍ନ ସ୍ଥାନରେ ଜମା ହୋଇଥିବା ଜଳ ହେତୁ ମଶା ଏବଂ କୀଟଙ୍କ ସଂଖ୍ୟା ବଢିଥାଏ ।