ବିରାଟ୍ ରେକର୍ଡ କରିବେ ନବୀନ: ୧୦ ଦିନ ପରେ ଭାଙ୍ଗିବେ ଏହି ରେକର୍ଡ

Naveen Patnaik will Second Longest Chief Minister: ଆଗାମୀ ଜୁଲାଇ ୨୩ ତାରିଖରେ ଅର୍ଥାତ୍ ୧୦ ଦିନ ପରେ ନବୀନ ଭାରତର ସବୁଠାରୁ ଦ୍ୱିତୀୟ ସର୍ବାଧିକ ସମୟ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ରହିବାର ରେକର୍ଡ ନିଜ ନାମରେ କରିବେ ।