ଖୁବଶୀଘ୍ର ଅନୁଭବ-ବର୍ଷାଙ୍କ ସମ୍ପର୍କରେ ପଡ଼ିବ ପୂର୍ଣ୍ଣଚ୍ଛେଦ, ୩ ମାସରେ ହେବ ଛାଡପତ୍ର !

Anubhav Mohanty and Varsha Priyadarshini Divorce Case: ଖୁବଶୀଘ୍ର ଅନୁଭବ-ବର୍ଷାଙ୍କ ସମ୍ପର୍କରେ ପଡ଼ିବ ପୂର୍ଣ୍ଣଚ୍ଛେଦ । ଖୁବଶୀଘ୍ର ଆଲଗା ହୋଇପାରନ୍ତି ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ । ଜୁଲାଇ ୩୧ରେ ବର୍ଷାଙ୍କ ଚୂଡ଼ାନ୍ତ ସାକ୍ଷ୍ୟ ଗ୍ରହଣ ଲାଗି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।