ବିତ୍ତୀୟ ପରିଚାଳନା: ଅନ୍ୟ ରାଜ୍ୟ ପାଇଁ ଉଦାହରଣ ସାଜିଛି ଓଡିଶା, ମିଳୁଛି ପ୍ରଶଂସା

ଭୁବନେଶ୍ୱର: ଓଡ଼ିଶାକୁ ସାରା ଦେଶରେ ମିଳୁଛି ପ୍ରଶଂସା । ଅନ୍ୟ ରାଜ୍ୟ ପାଇଁ ଓଡ଼ିଶା ଉଦାହରଣ ପାଲଟିଛି । ଶୃଙ୍ଖଳିତ ବିତ୍ତୀୟ ପରିଚାଳନା ନେଇ ଓଡ଼ିଶା ସାରା ଦେଶରେ ପ୍ରଶଂସିତ ରାଜ୍ୟର ସାମଗ୍ରିକ ଘରୋଇ ଉତ୍ପାଦ (ଜିଏସଡିପି) ତୁଳନାରେ ବିତ୍ତୀୟ ନିଅଣ୍ଟ ସୁସ୍ଥ ପୋଷଣୀୟ ସ୍ଥିତିରେ ଥିବାବେଳେ ଅନ୍ୟ ରାଜ୍ୟଗୁଡ଼ିକର ସ୍ଥିତି ସଙ୍ଗୀନ । ରିଜର୍ଭ ବ୍ୟାଙ୍କ

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia