ଖାଦ୍ୟ ସୁରକ୍ଷା ଓ କୃଷି ବିକାଶ: ଦେଶକୁ ଦିଗ ଦେଖାଇବ ଓଡ଼ିଶା

ଭୁବନେଶ୍ୱର: ଭାରତକୁ ଦିଗ ଦେଖାଇବ ଓଡ଼ିଶା । କେବଳ ଭାରତ ନୁହେଁ ବିଦେଶରେ ମଧ୍ୟ ପ୍ରଶଂସିତ ହେଉଛନ୍ତି ରାଜ୍ୟ ସରକାର । ଖାଦ୍ୟ ନିରାପତ୍ତା ସହ କୃଷି ବିକାଶ କ୍ଷେତ୍ରରେ ନବୀନ ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଚାରିଆଡ଼େ ପ୍ରଶଂସିତ ହେଉଛି । ନିଅଣ୍ଟିଆ ରାଜ୍ୟରୁ ସ୍ଵାବଲମ୍ବୀ ହେବା ଓ ଖାଦ୍ୟ ସୁରକ୍ଷା

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia