ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, କେନ୍ଦୁଝର ଓ ମୟୁରଭଞ୍ଜ ରହିଛି। ଏସବୁ ଜିଲ୍ଲାକୁ ଆଞ୍ଚଳିକ ପାଣିପାଗ କେନ୍ଦ୍ରପକ୍ଷରୁ ପ୍ରବଳବର୍ଷା ଓ କୁଆପଥର ମାଡ ସମ୍ଭାବନା ଥିବା ହେତୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia


More Stories
ବଢ଼ିଲା ଘରୋଇ ବସ ଭଡ଼ା, କିଲୋମିଟର ପିଛା ୨ ପଇସା ବୃଦ୍ଧି
ସୁପ୍ରିମକୋର୍ଟରେ ସପ୍ତାହକୁ ହେବ ଦୁଇ ଦିନ ଭର୍ଚୁଆଲ ଶୁଣାଣି, ଇନ୍ଧନ ବଞ୍ଚେଇବା ପାଇଁ ବଡ଼ ନିଷ୍ପତ୍ତି
ବୈଜ୍ଞାନିକଙ୍କ ବଡ ଚେତାବନୀ, ଭାରତରେ ପଡ଼ିବ ପ୍ରଚଣ୍ଡ ମରୁଡ଼ି