ନନ୍ଦନକାନନକୁ ଆସିବେ ନୂଆ ଅତିଥି: ବାଘ ଦେଇ ଗିବନ୍ ଆଣିବ ପ୍ରାଣୀ ଉଦ୍ୟାନ

Nandankanan Zoo Brings Gibbons: ନନ୍ଦନକାନନକୁ ଆସିବେ ନୂଆ ଅତିଥି । ବାଘ ଦେଇ ଗିବନ୍ ଆଣିବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ। ଜୀବଜନ୍ତୁ ଅଦଳବଦଳ ପ୍ରକ୍ରିୟାରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିବ ଦୁଇଟି ହୁଲକ୍ ଗିବନ ଓ ଦୁଇଟି ଲିଓପାର୍ଡ କ୍ୟାଟ୍ ।