ଆସନ୍ତା 24 ଘଣ୍ଟାରେ ପ୍ରବଳ ବର୍ଷିବ, 11 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

Weather Update : Heavy Rain fall in 11 districts, Yellow Alert issues । ମୌସୁମୀ ପ୍ରଭାବରେ ଆସନ୍ତା 24 ଘଣ୍ଟାରେ 11 ଜିଲ୍ଲାରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବ ସମ୍ବାବନା ଅଛି । ଏ ନେଇ 11 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।