ମାଡ଼ି ଚାଲିଛି ଆଖିଧର ରୋଗ: ଜାଣନ୍ତୁ, କେମିତି କରିବେ ଏହାର ପ୍ରତିକାର ?

Conjunctivitis Eye Disease: ସାରା ରାଜ୍ୟରେ ଏବେ ଆଖିଧରା ରୋଗ ବ୍ୟାପିବାରେ ଲାଗିଛି । ସ୍ଥିତି ଏପରି ଯେ ଯାହାକୁ ଦେଖିବ ତାର ଆଖି ନାଲି । କ୍ୟାପିଟାଲ ହସ୍ପିଟାଲରେ ପ୍ରତିଦିନ ୬୦ରୁ ଅଧିକ ଆଖିଧରା ରୋଗୀ ଚିକିତ୍ସା ପାଇଁ ଆସୁଥିବାର ସୂଚନା ରହିଛି ।