ଅନଲାଇନରେ ସିଙ୍ଗଡ଼ା ମଗାଇବା ପଡ଼ିଲା ମହଙ୍ଗା: ଆକାଉଣ୍ଟରୁ ଗଲା ୧.୪୦ ଲକ୍ଷ

Mumbai Doctor Loses Rs 1.40 Lakh: ସିଙ୍ଗଡ଼ା ପାଇଁ ଗଲା ୧.୪୦ ଲକ୍ଷ । ଅନଲାଇନରେ ସିଙ୍ଗଡ଼ା ମଗାଇବା ପଡ଼ିଲା ମହଙ୍ଗା । ଆକାଉଣ୍ଟରୁ ଗାଏବ ହୋଇଗଲା ୧.୪୦ ଲକ୍ଷ । ଏଭଳି ଘଟଣା ଘଟିଛି ମୁମ୍ବାଇ ସାୟନର ଜଣେ ଡାକ୍ତରଙ୍କ ସହ । ସାଇବର ଠକ ଉଡାଇ ନେଲେ ଲକ୍ଷାଧିକ ଟଙ୍କା ।