ଭାରତର ପ୍ରଥମ ସହିଦ ଜୟୀ ରାଜଗୁରୁ

କୁଆଡେ ବହି ଯାଉଛି କାଳ ଗଲାଣି କଟି କେତେଶ’ ସାଲ ରହିଛି ଏବେ କଥା ଜଇଆ ପଛେ ଜୀବନ ଦେଲା ନୁଆଁଇ ନାହିଁ ମଥା ।ଜଇଆ ମୁଣ୍ଡ ନୁଆଁଇଲାନି। ମେଦିନୀପୁର ନିକଟବର୍ତ୍ତୀ ବାଜିତୋଟାର ଗୋଟିଏ ଝଙ୍କାଳିଆ ବରଗଛ ଡାଳରେ ତାଙ୍କର ଦୁଇ ଗୋଡ ବାନ୍ଧି ଦୁଇଫାଳ କରି ଦିଆ ଦିଆଯାଇଥିଲା ।

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia