ଶହୀଦ ଲକ୍ଷ୍ମଣ ନାଏକ: ଦେଶ ପାଇଁ ଚଢିଥିଲେ ଫାଶୀ ଖୁଣ୍ଟରେ, ମୃତ୍ୟୁ ପୂର୍ବରୁ ଗାଇଥିଲେ ଭାଗବତ ଗୀତା

୧୯୪୩ ମସିହା ମାର୍ଚ୍ଚ ମାସ ୨୯ ତାରିଖର ସକାଳ ସମୟ। ବ୍ରହ୍ମପୁର ସହରର ଆକାଶ ତଳେ ଭାରତ ମାତାଙ୍କ ଜଣେ ବିପ୍ଳବୀ ସନ୍ତାନ ବୀରଗତି ପ୍ରାପ୍ତ ହେବାକୁ ପ୍ରସ୍ତୁତ ହେଉଥିଲେ। ବସନ୍ତର ଶୀତଳତା ମଧ୍ୟରେ ଅଗ୍ନିର-ତେଜ ଧାରଣ କରି ବନ୍ଦୀ ଲକ୍ଷ୍ମଣ ନାଏକ ଆଗଭର ହେଲେ ଫାଶୀଖୁଣ୍ଟ ଆଡକୁ… ବ୍ରହ୍ମପୁର ଜେଲ ପରିସର ଏହି ମହାନ ଦେଶଭକ୍ତ ସାଧକଙ୍କ

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia