ବିଜେପିକୁ ଚେକ୍ ଦେବାକୁ ପୁଣି ମେଳି ବାନ୍ଧିବେ ବିରୋଧୀ, ବେଙ୍ଗାଲୁରୁ ବୈଠକରେ ସାମିଲ ହେବେ 24 ବିରୋଧୀ ଦଳ

Opposition meeting : 24 Political Parties To Held A Meeting At Bengaluru On 17th July । ବେଙ୍ଗାଲୁରୁରେ ମିଳିତ ବିରୋଧୀ ଦଳର ଦ୍ୱିତୀୟ ବୈଠକରେ ମୋଟ 24 ଟି ଦଳ ଅଂଶଗ୍ରହଣ କରିବେ । ବେଙ୍ଗାଲୁରୁ ସଭାରେ ସାମିଲ ହେବାକୁ ଥିବା ନେତାଙ୍କ ମଧ୍ୟରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ମୁଖ୍ୟ ଲାଲୁ ପ୍ରସାଦ ଯାଦବ ଅଛନ୍ତି ।