ଅପରେସନ ସିନ୍ଦୂର ବର୍ଷେ ପୂରଣ ଅବସରରେ ପ୍ରୋଫାଇଲ ଫଟୋ ବଦଳାଇଲେ ପ୍ରଧାନମନ୍ତ୍ରୀ

ଅପରେସନ ସିନ୍ଦୂରକୁ ଆଜି ବର୍ଷେ ପୁରିଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମାଦି ଏବଂ କେନ୍ଦ୍ର ସରକାରର ଅନେକ ମନ୍ତ୍ରୀ ସୋସିଆଲ ମିଡିଆରେ ନିଜର ପ୍ରୋଫାଇଲର ଫଟୋ ବଦଳାଇ ଅପରେସନ ସିନ୍ଦୂରର ପ୍ରତୀକ ଚିହ୍ନ ଲଗାଇଛନ୍ତି ।PM changes profile photo to mark Operation Sindoor anniversary