ଆଜି ଦିଲ୍ଲୀ-କୋଲକାତା ମୁକାବିଲା, ବିଜୟ ପାଇଁ ସବୁ ଶକ୍ତି ଖଟାଇବେ ଦୁଇ ଦଳ

ଚଳିତ ଆଇପିଏଲ ୫୧ତମ ଲିଗ୍ ମୁକାବିଲାରେ ଆଜି ଦିଲ୍ଲୀ ଘରୋଇ ଗ୍ରାଉଣ୍ଡରେ କୋଲକାତାକୁ ଭେଟିବ । ଉଭୟ ଦଳ ପାଇଁ ବିଜୟ ଜରୁରି ହୋଇ ପଡ଼ିଥିବାରୁ ଆଜି ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା ଦେଖିବାକୁ ମିଳିବ । ଦିଲ୍ଲୀ ୧୦ଟି ମ୍ୟାଚ ଖେଳି ୮ ପଏଣ୍ଟ ସହ ସପ୍ତମ ସ୍ଥାନରେ ରହିଛି । Delhi-Kolkata clash today, both teams will do their best to win