ରାସ୍ତା ଉପରେ ନମାଜ ପାଠକୁ ନେଇ ଯୋଗୀଙ୍କ ବୟାନ, ରାସ୍ତା ଚାଲିବା ପାଇଁ ହୋଇଛି, ନାଟକ ପାଇଁ ନୁହେଁ, ଜାଗା ହେଉନାହିଁ ସିଫ୍ଟରେ ନମାଜ

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାସ୍ତା ଉପରେ ନମାଜ ପାଠକୁ ନେଇ ବଡ଼ ବୟାନ ଦେଇଛନ୍ତି । ଲକ୍ଷ୍ନୌର ଏକ କାର୍ଯ୍ୟକ୍ରମ ସମୟରେ ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି, ରାସ୍ତା ଚାଲିବା ପାଇଁ ହୋଇଛି, ନାଟକ ପାଇଁ ନୁହେଁ । ନିୟମ ଉଲ୍ଲଂଘନକାରୀଙ୍କ ବିରୁଦ୍ଧରେ ଏଣିକି କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ।Yogi’s statement on praying on the road, the road is made for walking, not for drama, there is no room to pray in shifts