ରତ-ୟୁରୋପ ସମ୍ପର୍କରେ ସୁବର୍ଣ୍ଣ ଯୁଗ; ଟାଟା-ASLM ମଧ୍ୟରେ ବଡ଼ ଚୁକ୍ତି

ଭାରତ ଏବଂ ନେଦରଲାଣ୍ଡ ଦ୍ୱିପାକ୍ଷିକ ସମ୍ପର୍କକୁ ଆଉପାଦେ ଆଗକୁ ନେବାକୁ ଅଗ୍ରସର ହୋଇଛନ୍ତି । ନେଦରଲାଣ୍ଡ ଗସ୍ତ ଅବସରରେ ହେଗ୍ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କ ଡଚ୍ ପ୍ରତିପକ୍ଷ ରବ୍ ଜେଟେନ ବ୍ୟାପକ ଆଲୋଚନା କରିଛନ୍ତି ।Golden era in Russia-Europe relations; Big deal between Tata-ASLM