ପଶ୍ଚିମବଙ୍ଗ ସରକାରଙ୍କ ଆଉ ଏକ ନିର୍ଦେଶନାମା ସବୁ ମଦ୍ରାସାରେ ‘ବନ୍ଦେ ମାତରମ୍‌’ ଗାନ ବାଧ୍ୟତାମୂଳକ

ପଶ୍ଚିମବଙ୍ଗରେ ଶୁଭେନ୍ଦୁ ଅଧିକାରୀଙ୍କ ନେତୃତ୍ବାଧୀନ ବିଜେପି ସରକାର ଗୁରୁବାର ଆଉ ଏକ ଗୁରୁତ୍ବପୂର୍ଣ୍ଣ ନିର୍ଦେଶନାମା ଜାରି କରିଛନ୍ତି। ଏଣିକି ରାଜ୍ୟରେ ଥିବା ସବୁ ମଦ୍ରାସାରେ ‘ବନ୍ଦେ ମାତରମ୍‌’ ବାଧ୍ୟତାମୂଳକ ଭାବେ ଗାନ କରାଯିବ ବୋଲି ନିର୍ଦେଶନାମାରେ ଉଲ୍ଲେଖ କରାଯାଇଛି। Another directive from the West Bengal government makes singing of ‘Vande Mataram’ mandatory in all madrasas