ଦେଶର ପ୍ରଥମ ହାଇଡ୍ରୋଜେନ୍ ଟ୍ରେନକୁ ଅନୁମତି ଦେଲା ରେଲୱେ, ଜାଣନ୍ତୁ କେଉଁ ମାର୍ଗରେ ଚାଲିବ

ଭାରତୀୟ ରେଳବାଇ ଦେଶର ପ୍ରଥମ ହାଇଡ୍ରୋଜେନ୍ ଟ୍ରେନକୁ ଅନୁମୋଦନ କରିଛି । ମେ ୨୨ରେ ଏକ ଚିଠିରେ ରେଳବାଇ ବୋର୍ଡ RDSO ଏବଂ ଉତ୍ତର ରେଳବାଇକୁ ୧୦ କୋଚ୍ ବିଶିଷ୍ଟ ହାଇଡ୍ରୋଜେନ୍ ଟ୍ରେନ୍ ଆରମ୍ଭ କରିବାକୁ ଅନୁମୋଦନ କରିଥିଲା । Railways gives permission for country’s first hydrogen train, know which route it will run on