ଜୁନ୍ ୨୧ରେ NEET (UG) 2026 ପୁନଃପରୀକ୍ଷା

ଜୁନ୍ ୨୧ରେ ଅନୁଷ୍ଠିତ ହେବ ନିଟ୍ ୟୁଜି ୨୦୨୬ ପରୀକ୍ଷା। ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ଶୁକ୍ରବାର ଘୋଷଣା କରିଛି ଯେ ନ୍ୟାସନାଲ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ ସ୍ନାତକ, NEET (UG) ୨୦୨୬ ପାଇଁ ପୁନଃପରୀକ୍ଷା ଜୁନ୍ ୨୧ ତାରିଖରେ ଅନୁଷ୍ଠିତ ହେବ।NEET (UG) 2026 re-examination on June 21