ଗୁଜରାଟରେ ପହଞ୍ଚିଲା ଏଲପିଜି ଟ୍ୟାଙ୍କର

ମଧ୍ୟପ୍ରାଚ୍ୟ ରାଷ୍ଟ୍ରରୁ ୨୦ ହଜାର ଟନ୍‌ ରନ୍ଧନ ଗ୍ୟାସ୍‌ ବୋଝେଇ ହୋଇଥିବା ଏଲପିଜି ଟ୍ୟାଙ୍କର ‘ସାଇମି’ ରବିବାର ଗୁଜରାଟର କାଣ୍ଡଲା ବନ୍ଦରରେ ପହଞ୍ଚିଥିବା ଜଣାପଡିଛି। ଉକ୍ତ ଟ୍ୟାଙ୍କରଟି ଚଳିତମାସ ୧୩ରେ ବିବାଦୀୟ ହର୍ମୁଜ ପ୍ରଣାଳୀ ଅତିକ୍ରମ କରିଥିଲା। LPG tanker arrives in Gujarat