କାଶୀପୁରେ ଭିବ୍ରିଓ କଲେରା ରୁପ ନେଇଛି ଡାଇରିଆ

ରାୟଗଡ଼ା:କାଶୀପୁରେ ଭିବ୍ରିଓ କଲେରା ରୁପ ନେଇଛି ଡାଇରିଆ ।ଗତ ୧୦ ଦିନ ଧରି ବ୍ୟାପିଥିବା ଝାଡାବାନ୍ତି ଏବେ ହଇଜାରରେ ପରିଣତ ହୋଇଛି ଯାହାର ସୂଚନା ଦେଇଛନ୍ତି ରାୟଗଡା ଜଲ୍ଲାପାଳ ସ୍ୱଧା ଦେବ ସିଂ ।ରୋଗୀଙ୍କ ରୋଗୀଙ୍କ ମଳ ନମୂନା ସଂଗ୍ରହ କରି ପରୀକ୍ଷା ପରେ ଏଥିରେ ଭିବ୍ରୋ କଲେରା ଚିହ୍ନଟ ହୋଇଛି । ତେବେ ୧୦ଦିନ ମଧ୍ୟରେ ଝାଡ଼ାବାନ୍ତିରେ ୭ଜଣଙ୍କ ମୃତ୍ୟୁ

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia