ଓଡିଶା ପୌର ନିର୍ବାଚନ: ପ୍ରରମ୍ଭିକ ଟ୍ରେଣ୍ଡ ବିଜେଡ଼ି ସପକ୍ଷରେ, ବିଜେପି ଦ୍ଵିତୀୟ ଏବଂ କଂଗ୍ରେସ ତୃତୀୟ ସ୍ଥାନରେ

ଭୁବନେଶ୍ବର: ପୌର ନିର୍ବାଚନର ଆଜି ଭୋଟ ଗଣନା ଚାଲିଛି। ପ୍ରାରମ୍ଭିକ ଟ୍ରେଣ୍ଡ ଅନୁସାରେ ଶାସକ ବିଜୁ ଜନତା ଦଳ ପୁଣି ଠାରେ ବାଜିମାତ କରିବାକୁ ଯାଉଛି। ପ୍ରାରମ୍ଭିକ ତଥ୍ୟ ଅନୁସାରେ ନିର୍ବାଚନ ହୋଇଥିବା 106 ପୌରାଞ୍ଚଳ ମଧ୍ୟରୁ 73ଟି ସହରରେ ବିଜୁ ଜନତା ଦଳ ଆଗୁଆ ରହିଛି। ଅର୍ଥାତ ଏହି ସବୁ ସହରରେ ପୌରଧ୍ୟକ୍ଷ ପଦବୀ ବିଜେଡ଼ି

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia