ଗୁରୁବାର ପୁଣି ଆଇନ ଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସପ୍ତାହକ ମଧ୍ୟରେ ଦ୍ଵିତୀୟ ଥର ବୈଠକ ଡାକିଲେ ମୁଖ୍ୟମନ୍ତ୍ରୀ । ସନ୍ଧ୍ୟା ୫ଟାରେ ବସିବ ବୈଠକ । ଯେଉଁଥିରେ ମୁଖ୍ୟ ଶାସନ ସଚିବ, ପୋଲିସ ଡିଜି ଉପସ୍ଥିତ ରହିବେ । ବୈଠକରେ ଆଇନ ଶୃଙ୍ଖଳା ପରିସ୍ଥିତ ନେଇ ସମୀକ୍ଷା ହେବ । ସମସ୍ତ ଜିଲ୍ଲାର ଏସ୍ପି ଭିସି ଜରିଆରେ ଯୋଡି ହେବେ ।CM to review law and order situation, all SPs may be associated with VC
ଆଇନ ଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ, ଭିସିରେ ଯୋଡ଼ିହେବେ ସବୁ ଏସ୍ପି


More Stories
ଖୁବ୍ ଶୀଘ୍ର ଚାଲିବ ନୂଆ ପୁରୀ–କୋରାପୁଟ ଏକ୍ସପ୍ରେସ୍, ସପ୍ତାହରେ ତିନି ଦିନ ଚାଲିବ ଏହି ଟ୍ରେନ
ଶେଷ ହେଲା ସବୁ ସସପେନ୍ସ ; କେରଳର ନୂଆ ମୁଖ୍ୟମନ୍ତ୍ରୀ ଭିଡି ସତୀଶନ
ଭାରତରେ ପ୍ରଥମ ଡାଟା ସେଣ୍ଟର ପାଇଁ ଆଦାନୀ ସହ ହାତ ମିଳାଇଲା Uber Technologies