UPSC ଆଶାୟୀଙ୍କୁ ଆର୍ଥିକ ସହାୟତା କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ସିଭିଲ ସର୍ଭିସ ଆଶାୟୀଙ୍କୁ ଆର୍ଥିକ ସହୟତା କରିବେ ରାଜ୍ୟ ସରକାର। ପ୍ରିଲିମ୍ସରେ କୃତିତ୍ବ ଲାଭ କରିବା ପରେ କୋଚିଂ କିମ୍ବା କୌଣସି ପ୍ରକାର ଆର୍ଥିକ ସହାୟତା ଲୋଡୁଥିବା ଗରିବ ଶ୍ରେଣୀର ପିଲାଙ୍କୁ ସାହାଯ୍ୟ କରିବା ନେଇ ନିଷ୍ପତ୍ତି ନେଇଛନ୍ତି ସରକାର। ବର୍ତ୍ତମାନ ୟୁପିଏସସସି ରେ ଓଡିଶାର କମ୍ ସଫଳତା ହାର ଦେଖି ସରକାର

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia