Odisha IPS ସ୍ତରରେ ବଡ଼ ଧରଣର ଅଦଳବଦଳ, ବଦଳିଲେ ୧୮ SP ଏବଂ OPS OdiaTimes May 24, 2026 1 min read Share this:Share Share on Facebook (Opens in new window) Facebook Share on X (Opens in new window) X ଓଡ଼ିଶା ସରକାରଙ୍କ ଗୃହ ବିଭାଗ ପକ୍ଷରୁ ପୋଲିସ ପ୍ରଶାସନରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି। ପ୍ରକାଶିତ ସରକାରୀ ବିଜ୍ଞପ୍ତି ଅନୁଯାୟୀ ରାଜ୍ୟର ୧୮ ଜଣ ବରିଷ୍ଠ ଆଇପିଏସ (IPS) ଏବଂ ଓପିଏସ (OPS) ଅଧିକାରୀଙ୍କୁ ସ୍ଥାନାନ୍ତର କରାଯାଇ ନୂତନ ପଦବୀରେ ଅବସ୍ଥାପିତ କରାଯାଇଛି।Major reshuffle at IPS level, 18 SPs and OPS replaced Post navigation Previous ଦୁଇ ମାସ ମଧ୍ୟରେ ଟିଏମ୍ସି ମୁଖ୍ୟାଳୟ ଖାଲି କରିବାକୁ ନୋଟିସ୍Next ବିହାରରେ ବର୍ଷକୁ ୩.୩ ଲକ୍ଷ ଚକ୍ଷୁ ଅପରେସନ କ୍ଷମତା ସହ ଆଦାନିଙ୍କ ନୂତନ ପ୍ରୟାସ More Stories 1 min read Odisha ଆୟୁଷ୍ମାନ କାର୍ଡଧାରୀଙ୍କ ପାଇଁ ଖୁସି ଖବର : ଆଡମିଟ୍ ହେବାର ୩ଦିନ ଆଗରୁ କରାଯାଇଥିବା ଟେଷ୍ଟ ପ୍ୟାକେଜରେ ଅନ୍ତର୍ଭୁକ୍ତ ହେବ May 31, 2026 OdiaTimes 1 min read Odisha ୫ ଦିନରେ କେରଳମ୍ ଛୁଇଁବ ମୌସୁମି May 31, 2026 OdiaTimes 1 min read Odisha ଇରାନ ପ୍ରସଙ୍ଗରେ ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ଘୋଷଣା, ହଟିଲା ଆମେରିକାର ନୌସେନା ବ୍ଲକେଡ୍ May 30, 2026 OdiaTimes
More Stories
ଆୟୁଷ୍ମାନ କାର୍ଡଧାରୀଙ୍କ ପାଇଁ ଖୁସି ଖବର : ଆଡମିଟ୍ ହେବାର ୩ଦିନ ଆଗରୁ କରାଯାଇଥିବା ଟେଷ୍ଟ ପ୍ୟାକେଜରେ ଅନ୍ତର୍ଭୁକ୍ତ ହେବ
୫ ଦିନରେ କେରଳମ୍ ଛୁଇଁବ ମୌସୁମି
ଇରାନ ପ୍ରସଙ୍ଗରେ ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ଘୋଷଣା, ହଟିଲା ଆମେରିକାର ନୌସେନା ବ୍ଲକେଡ୍