ଦୁଇ ମାସ ମଧ୍ୟରେ ଟିଏମ୍‌ସି ମୁଖ୍ୟାଳୟ ଖାଲି କରିବାକୁ ନୋଟିସ୍

ସଦ୍ୟ ସମାପ୍ତ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଶୋଚନୀୟ ପରାଜୟ ଏବଂ ରାଜ୍ୟରେ କ୍ଷମତା ହରାଇବା ପରେ ତୃଣମୂଳ କଂଗ୍ରେସର ସମସ୍ୟା କମିବାର କୌଣସି ସଙ୍କେତ ଦେଖାଯାଉନାହିଁ । ଏହି ପରିପ୍ରେକ୍ଷୀରେ ଜମି ମାଲିକ ଏବେ କୋଲକାତାର ଇଏମ୍‌ ବାଇପାସ୍ ପାର୍ଶ୍ୱରେ ଏକ ବହୁମହଲା କୋଠାରେ ଅବସ୍ଥିତ ତୃଣମୂଳ କଂଗ୍ରେସର ଅସ୍ଥାୟୀ Notice to vacate TMC headquarters within two months