ଚଳିତ ଆଇପିଏଲ୍ର ୬୮ତମ ଲିଗ୍ ମୁକାବିଲାରେ ଆଜି ଲକ୍ଷ୍ନୌ ଘରୋଇ ଗ୍ରାଉଣ୍ଡରେ ପଞ୍ଜାବକୁ ଭେଟିବ । ଲକ୍ଷ୍ନୌ ଅନ୍ତିମ ମ୍ୟାଚ ଜିତି ବିଦାୟ ନେବ । ପଞ୍ଜାବ ପାଇଁ ପ୍ଲେ- ଅଫ୍ରେ ପହଞ୍ଚିବାର ସୁଯୋଗ ରହିଛି । ଆଜି ବିଜୟ ହାସଲ କଲେ ପଞ୍ଜାବର ପଏଣ୍ଟ ୧୫ରେ ପହଞ୍ଚିବ । IPL 2026: Lucknow Super Giants-Punjab Kings fight today, last chance for Shreyas Bahini
IPL 2026: ଆଜି ଲକ୍ଷ୍ନୌ ସୁପର ଜାଏଣ୍ଟସ-ପଞ୍ଜାବ କିଙ୍ଗସ୍ ଫାଇଟ୍, ଶ୍ରେୟସ ବାହିନୀ ପାଇଁ ଶେଷ ସୁଯୋଗ


More Stories
ଆୟୁଷ୍ମାନ କାର୍ଡଧାରୀଙ୍କ ପାଇଁ ଖୁସି ଖବର : ଆଡମିଟ୍ ହେବାର ୩ଦିନ ଆଗରୁ କରାଯାଇଥିବା ଟେଷ୍ଟ ପ୍ୟାକେଜରେ ଅନ୍ତର୍ଭୁକ୍ତ ହେବ
୫ ଦିନରେ କେରଳମ୍ ଛୁଇଁବ ମୌସୁମି
ଇରାନ ପ୍ରସଙ୍ଗରେ ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ଘୋଷଣା, ହଟିଲା ଆମେରିକାର ନୌସେନା ବ୍ଲକେଡ୍