Cyclone in Odisha Live Update: ଆସନ୍ତା 8ରେ ଆସୁଛି ବାତ୍ୟା, 10 ଛୁଇଁପାରେ ଉପକୂଳ

Cyclone in Odisha Live Update: ନମସ୍କାର, ବାତ୍ୟା ଲାଇଭ୍ ଅପଡେକୁ ସ୍ବାଗତ । ଆସନ୍ତା 8 ମେ 2022ରେ ଓଡିଶା ଉପକୂଳ ଛୁଇଁବାକୁ ଥିବା ସମ୍ଭାବ୍ୟ ବାତ୍ୟାର ଆମେ ଦେବୁ ଆପଣଙ୍କୁ ଟିକିନିକ୍ ଅପଡେଟ୍ । ବାତ୍ୟାର ନାମ, ଦିଗ, ଗତି ଓ ଲ୍ୟାଣ୍ଡଫଲ୍ ର ଅପଡେଟ୍ ପାଇଁ ୱାନଇଣ୍ଡିଆ ଓଡିଆ ସହିତ ଯୋଡି ହୋଇ ରୁହନ୍ତୁ…

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia