Assembly Election 2022 Live : ଆସନ୍ତାକାଲି ଉତ୍ତର ପ୍ରଦେଶ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ

  ଲକ୍ଷ୍ନୌ : ଉତ୍ତରପ୍ରଦେଶରେ ଚାଲିଥିବା ବିଧାନସଭା ନିର୍ବାଚନ ପାଇଁ ଆସନ୍ତା କାଲି ହେବ ଚତୁର୍ଥ ପର୍ଯ୍ୟାୟ ମତାଦନ । ଏହି ପର୍ଯ୍ୟାୟରେ 9 ଜିଲ୍ଲାର 59 ଆସନଲାଗି ହେବ ଭୋଟ୍ ଗ୍ରହଣ । 59 ଆସନ ପାଇଁ ମୋଟ ବିଭିନ୍ନ ଦଳର 624 ପ୍ରାର୍ଥୀ ମଇଦାନକୁ ଓହ୍ଲାଇଛନ୍ତି । ସେମାନଙ୍କ ମଧ୍ୟରେ 91 ଜଣ

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia