ପଶ୍ଚିମବଙ୍ଗରେ ଶୁଭେନ୍ଦୁ ଅଧିକାରୀଙ୍କ ନେତୃତ୍ବାଧୀନ ବିଜେପି ସରକାର ଗୁରୁବାର ଆଉ ଏକ ଗୁରୁତ୍ବପୂର୍ଣ୍ଣ ନିର୍ଦେଶନାମା ଜାରି କରିଛନ୍ତି। ଏଣିକି ରାଜ୍ୟରେ ଥିବା ସବୁ ମଦ୍ରାସାରେ ‘ବନ୍ଦେ ମାତରମ୍’ ବାଧ୍ୟତାମୂଳକ ଭାବେ ଗାନ କରାଯିବ ବୋଲି ନିର୍ଦେଶନାମାରେ ଉଲ୍ଲେଖ କରାଯାଇଛି। Another directive from the West Bengal government makes singing of ‘Vande Mataram’ mandatory in all madrasas
ପଶ୍ଚିମବଙ୍ଗ ସରକାରଙ୍କ ଆଉ ଏକ ନିର୍ଦେଶନାମା ସବୁ ମଦ୍ରାସାରେ ‘ବନ୍ଦେ ମାତରମ୍’ ଗାନ ବାଧ୍ୟତାମୂଳକ


More Stories
ଆୟୁଷ୍ମାନ କାର୍ଡଧାରୀଙ୍କ ପାଇଁ ଖୁସି ଖବର : ଆଡମିଟ୍ ହେବାର ୩ଦିନ ଆଗରୁ କରାଯାଇଥିବା ଟେଷ୍ଟ ପ୍ୟାକେଜରେ ଅନ୍ତର୍ଭୁକ୍ତ ହେବ
୫ ଦିନରେ କେରଳମ୍ ଛୁଇଁବ ମୌସୁମି
ଇରାନ ପ୍ରସଙ୍ଗରେ ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ଘୋଷଣା, ହଟିଲା ଆମେରିକାର ନୌସେନା ବ୍ଲକେଡ୍