୭ ସାଂସଦଙ୍କ ବିଜେପି ମିଶ୍ରଣକୁ ମୋହର ମାରିଲେ ରାଜ୍ୟସଭା ସଚିବାଳୟ, ମିଳିଲା ମ୍ୟାଜିକ ନମ୍ବର

ଆମ ଆଦମୀ ପାର୍ଟି (ଆପ୍) ପାଇଁ ସୋମବାର ସକାଳ ଏକ ବଡ଼ ରାଜନୈତିକ ସଙ୍କଟ ନେଇ ଆସିଛି। ଆପ୍ର ୭ ଜଣ ବିଦ୍ରୋହୀ ରାଜ୍ୟସଭା ସାଂସଦ ବିଜେପିରେ ମିଶ୍ରଣ ପାଇଁ ରାଜ୍ୟସଭା ସଚିବାଳୟରୁ ଆନୁଷ୍ଠାନିକ ଅନୁମୋଦନ ପାଇଛନ୍ତି। ଏହି ପଦକ୍ଷେପ ଫଳରେ ଉଚ୍ଚ ସଦନରେ ବିଜେପିର ଶକ୍ତି ବୃଦ୍ଧି ପାଇଥିବା ବେଳେ ଆପ୍ର ସଦସ୍ୟ ସଂଖ୍ୟା ମାତ୍ର ୩କୁ ଖସି ଆସିଛି।Rajya Sabha Secretariat approves BJP alliance of 7 MPs, magic number found