ଭୁବନେଶ୍ୱର: ରାଜ୍ୟରେ ଆଉ ୩୪୨ କରୋନା ପଜିଟିଭ ଚିହ୍ନଟ । ସଙ୍ଗରୋଧରୁ ୧୯୬ ଓ ସ୍ଥାନୀୟ ଅଞ୍ଚଳରୁ ୧୪୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୮ବର୍ଷ ବୟସ୍କ ବର୍ଗରେ ୮୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି । {image-odishacoronaupdatebg-1636094219.jpg
Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia


More Stories
ନନ୍ଦୀଗ୍ରାମ ଆସନ ଛାଡ଼ିଲେ ଶୁଭେନ୍ଦୁ ଅଧିକାରୀ
ଚୀନକୁ ଭାରତର କଡ଼ା ବାର୍ତ୍ତା
ଆଜି ତାମିଲନାଡୁରେ ବିଜୟଙ୍କ ଫ୍ଲୋର ଟେଷ୍ଟ