୧୩ ରୁ ୧୫ ମେ’ ପର୍ଯ୍ୟନ୍ତ ଚୀନ୍ ଗସ୍ତରେ ଯିବେ ଟ୍ରମ୍ପ

ଆମେରିକା ଏବଂ ଇରାନ ମଧ୍ୟରେ ଜାରି ରହିଥିବା ଉତ୍ତେଜନା ଏପର୍ଯ୍ୟନ୍ତ ଥମି ନାହିଁ। ଏହି ସମୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଚୀନ୍ ଗସ୍ତର ତାରିଖ ପ୍ରକାଶ ପାଇଛି । ଚୀନ୍ ବୈଦେଶିକ ମନ୍ତ୍ରଣାଳୟ ଅନୁଯାୟୀ, ଟ୍ରମ୍ପ ୧୩ ମେ’ରୁ ୧୫ ତାରିଖ ପର୍ଯ୍ୟନ୍ତ ଚୀନ୍‌ରେ ରହିବେ ଏବଂ ବେଜିଂରେ ରାଷ୍ଟ୍ରପତି ସି Trump to visit China from May 13 to 15