ୟୁକ୍ରେନରୁ ଫେରିଲେ 5 ଓଡିଆ ଛାତ୍ରଛାତ୍ରୀ, ଆଜି ଆହୁରି ଫେରିବେ

ଭୁବନେଶ୍ୱର: ଋଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ୟୁକ୍ରେନରେ ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁର ଗୋଟିଏ ଦିନ ପରେ ଓଡିଶାର ଆଉ ପାଞ୍ଚଜଣ ଛାତ୍ର ଆଜି ସକାଳେ ଓଡିଶା ଫେରିଛନ୍ତି। ଖବର ଅନୁଯାୟୀ, ଅପରେସନ୍ ଗଙ୍ଗା ଦ୍ୱାରା ଦିଲ୍ଲୀ ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତୀୟ ବିମାନବନ୍ଦରରେ ଛାତ୍ରମାନେ ଏୟାର-ଇଣ୍ଡିଆ ବିମାନ ଯୋଗେ ପହଞ୍ଚିଛନ୍ତି । ଆହୁରି ମଧ୍ୟ 20

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia