ହବିଷ୍ୟାଳିଙ୍କ ପାଇଁ ଖୁସି ଖବର, ଏଥର ପୁରୀର ପାଳିବେ କାର୍ତ୍ତିକ ବ୍ରତ

ପୁରୀ: ହବିଷ୍ୟାଳିଙ୍କ ପାଇଁ ଖୁସି ଖବର । ଆସନ୍ତା ମାସ ଅର୍ଥାତ୍ ଅକ୍ଟୋବର ୧୦ ତାରିଖଠୁ ଆରମ୍ଭ ହେବ କାର୍ତ୍ତିକ ବ୍ରତ । କରୋନା ମହାମାରୀ ପାଇଁ ଗତ ଦୁଇ ବର୍ଷ ହେବ କାର୍ତ୍ତିକ ମାସରେ ପୁରୀ ନ ଆସିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ  ହବିଷ୍ୟାଳିଙ୍କୁ ସୂଚନା ଦିଆଯାଇଥିଲା । ଏପରିକି ପୁରୀର ସମସ୍ତ ଧର୍ମଶାଳା

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia