ଅନୁଗୁଳ: ବାଘଶୂନ୍ୟ ହୋଇଗଲା କି ସାତକୋଶିଆ ? ରାଜ୍ୟର ଏହି ଦ୍ବିତୀୟ ବ୍ୟାଘ୍ର ଅଭୟାରଣ୍ୟରେ ଥିବା ଏକମାତ୍ର ବାଘୁଣୀର ଖୋଜ ଖବର ମିଳୁ ନ ଥିବାରୁ ଏଭଳି ଆଶଙ୍କା ପ୍ରକାଶ ପାଇଛି। ୭୯୫କିମି ବ୍ୟାପି ଅଭୟାରଣ୍ୟରେ ବନ ବିଭାଗ କ୍ୟାମେରା ଲଗାଇ ବାଘୁଣୀ ଉପରେ ନଜର ରଖିଥିଲେ ମଧ୍ୟ ଦୁଇ ମାସ ହେଲା ବାଘୁଣୀର ପତ୍ତା ମିଳୁନି।
Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia


More Stories
ନନ୍ଦୀଗ୍ରାମ ଆସନ ଛାଡ଼ିଲେ ଶୁଭେନ୍ଦୁ ଅଧିକାରୀ
ଚୀନକୁ ଭାରତର କଡ଼ା ବାର୍ତ୍ତା
ଆଜି ତାମିଲନାଡୁରେ ବିଜୟଙ୍କ ଫ୍ଲୋର ଟେଷ୍ଟ