ସାଇକେଲ ଓ ପଥଚାରୀ ଟ୍ରାକ୍ ପାଇଁ ମୋଟର ଆକ୍ଟରେ ସଂଶୋଧନ କରିବାକୁ ଓଡିଶାର ପ୍ରସ୍ତାବ

ନୂଆଦିଲ୍ଲୀ : ଦେଶରେ ସଡ଼କ ଦୁର୍ଘଟଣା ବଢୁଥିବା ବେଳେ ଏହାକୁ ରୋକିବା ନେଇ ଓଡ଼ିଶା ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି । ସାଇକେଲ ଚାଳକ ଏବଂ ପଥଚାରୀଙ୍କ ସହ ଦୁର୍ଘଟଣାକୁ ରୋକିବା ପାଇଁ ଓଡିଶା ସରକାର ରାଜ୍ୟ ମୋଟର ଯାନ ନିୟମରେ ସଂଶୋଧନ ଉପରେ ବିଚାର କରୁଛନ୍ତି । ନିୟମରେ ସଂଶୋଧନ ହେଲେ,

Source: Odisha Government News & Announcements in Odia (ଓଡ଼ିଶା ସରକାର ସମାଚାର & ଘୋଷଣା): Govt News & Announcements in Oriya – Oneindia Odia