ସଡ଼କ ଦୁର୍ଘଟଣା ନେଲା ବରିଷ୍ଠ ଫଟୋ ସାମ୍ବାଦିକଙ୍କ ଜୀବନ

ଭୁବନେଶ୍ୱର: ପରଲୋକରେ ବରିଷ୍ଠ ଫଟୋ ସାମ୍ବାଦିକ ଅଶୋକ ପଣ୍ଡା । ଆଜି ଏକ ସଡ଼କ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୫୭ ବର୍ଷ ବୟସ ହୋଇଥିଲା ଦୈନିକ ଖବର କାଗଜ ‘ସମୟ’ ଓ ଅନ୍ୟ ଏକ ଇଂରାଜୀ ଖବର କାଗଜ ସହ କାର୍ଯ୍ୟକରୁଥିଲେ ଅଶୋକ ପଣ୍ଡା। ସୂଚନା ଅନୁସାରେ ରଥଯାତ୍ରା

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia