ଶେଷ ହେଲା ବିଧାନସଭା ମୌସୁମୀ ଅଧିବେସନ, ଉପସ୍ଥାପିତ ହେଲା CAG ରିପୋର୍ଟ

ଭୁବନେଶ୍ବର: ଶେଷ ହେଲା ବିଧାନସଭା ମୌସୁମୀ ଅଧିବେଶନ । ଅନିର୍ଦ୍ଦିଷ୍ଟ କାଳ ପାଇଁ ବିଧାନସଭା ମୁଲତବି ରଖିଲେ ବାଚସ୍ପଚି । ସେପ୍ଟେମ୍ବର ୧ରୁ ଆରମ୍ଭ ହୋଇଥିଲା ଷୋଡଦଶ ମୌସୁମୀ ଅଧିବେଶନ । ଚଳିତଥର ୩ଟି ମୁଲତବି ପ୍ରସ୍ତାବ ଆଗତ ହୋଇଛି । ସେହିପରି ଚଳିତ ଅଧିବେଶନରେ ପାରିତ ହୋଇଛି ୧୩ଟି ବିଲ୍ । ଅନ୍ୟପଟେ ଆଜି

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia