ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଶୁଭେନ୍ଦୁ ଅଧିକାରୀ। କୋଲକାତାର ବିଗ୍ରେଡ ପରେଡ ଗ୍ରାଉଣ୍ଡରେ ଆୟୋଜିତ ଭବ୍ୟ ସମାରୋହରେ ସେ ପଦ ଓ ଗୋପନୀୟତାର ଶପଥ ଗ୍ରହଣ କରିଛନ୍ତି। ପ୍ରଥମଥର ପାଇଁ ଏହି ରାଜ୍ୟରେ ବିଜେପି ଶାସନ ଆରମ୍ଭ କରିଛି। ରାଜ୍ୟରେ ଶୁଭେନ୍ଦୁଙ୍କ ସରକାର ଗଢ଼ାଯାଇଛିWest Bengal officials are happy; BJP government begins in the state
ଶୁଭେନ୍ଦୁ ହେଲେ ପଶ୍ଚିମବଙ୍ଗର ଅଧିକାରୀ; ରାଜ୍ୟରେ ଆରମ୍ଭ ହେଲା ବିଜେପି ସରକାର


More Stories
ନନ୍ଦୀଗ୍ରାମ ଆସନ ଛାଡ଼ିଲେ ଶୁଭେନ୍ଦୁ ଅଧିକାରୀ
ଚୀନକୁ ଭାରତର କଡ଼ା ବାର୍ତ୍ତା
ଆଜି ତାମିଲନାଡୁରେ ବିଜୟଙ୍କ ଫ୍ଲୋର ଟେଷ୍ଟ