ଭୁବନେଶ୍ବର: ସୋସିଆଲ ମିଡିଆରେ ଏକ ବିରଳ କଳା ମହାବଳ ବାଘର ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓ ଅନେକ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି । ଏପରି କଳା ବାଘ ଆପଣ ମଧ୍ୟ ପ୍ରଥମ ଥର ହିଁ ଦେଖିଥିବେ । ଆନ୍ତର୍ଜାତିକ ବ୍ୟାଘ୍ର ଦିବସ ଅବସରରେ ‘ଇଣ୍ଡିଆନ୍ ଫରେଷ୍ଟ୍ ସର୍ଭିସ୍’ ଅଫିସର୍ ସୁଶାନ୍ତ ନନ୍ଦ ସେୟାର୍ କରିଥିଲେ ।
Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia


More Stories
ନନ୍ଦୀଗ୍ରାମ ଆସନ ଛାଡ଼ିଲେ ଶୁଭେନ୍ଦୁ ଅଧିକାରୀ
ଚୀନକୁ ଭାରତର କଡ଼ା ବାର୍ତ୍ତା
ଆଜି ତାମିଲନାଡୁରେ ବିଜୟଙ୍କ ଫ୍ଲୋର ଟେଷ୍ଟ