ଖୋର୍ଦ୍ଧା: ଏଥର ଜଟଣୀରେ ଧୁମଧାମରେ ପାଳିତ ହେବ ଗଣେଶ ପୂଜା। ଦୁଇ ବର୍ଷ ପରେ ପୁଣି ପୂଜା ବଜାରରେ ଦେଖିବାକୁ ମିଳିବ ଗହଳି । ସାରା ଜଟଣୀ ଚଳ ଚଞ୍ଚଳ । ଏବେ ଠାରୁ ଘରକୁ କୁଣିଆ ଆସିଲେଣି । ଲୋକଙ୍କ ଗହଳି ବି ଜମିଲାଣି । ସାରା ଜଟଣୀ ବଜାର ବି ପଡୁଛି ଉଠୁଛି ।
Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia


More Stories
ନନ୍ଦୀଗ୍ରାମ ଆସନ ଛାଡ଼ିଲେ ଶୁଭେନ୍ଦୁ ଅଧିକାରୀ
ଚୀନକୁ ଭାରତର କଡ଼ା ବାର୍ତ୍ତା
ଆଜି ତାମିଲନାଡୁରେ ବିଜୟଙ୍କ ଫ୍ଲୋର ଟେଷ୍ଟ