ରାଜ୍ୟ ପରିକ୍ରମା କରୁଛି ‘ଅହିଂସା ରଥ’, ମିଳୁଛି ବିପୁଳ ସମର୍ଥନ

ଭୁବନେଶ୍ୱର: ସ୍ବାଧୀନତା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ଅହିଂସା ରଥ’ର ଉଦଘାଟନ କରିଥିଲେ । ରାଜ୍ୟର ୩୦ ଗୋଟି ଜିଲ୍ଲାକୁ ଏହି ରଥ ପରିକ୍ରମା କରିବ । ଆଜାଦି କା ଅମୃତ ମହୋତ୍ସବ ପାଳନ ଅବସରରେ ଏଭଳି ବାର୍ତ୍ତା ପ୍ରଚାର ପାଇଁ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏହି ପ୍ରୟାସ ଆରମ୍ଭ କରାଯାଇଛି ।

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia