ଭୁବନେଶ୍ୱର:ଭାରତଛାଡ଼ ଆନ୍ଦୋଳନ ଆମ ସ୍ୱାଧୀନତା ସଂଗ୍ରାମ ଇତିହାସର ଏକ ଅବିସ୍ମରଣୀୟ ଅଧ୍ୟାୟ । ସେତେବେଳେ ଅର୍ଥାତ୍ ୧୯୪୨ ମସିହାରେ ପାପଡ଼ାହାଣ୍ଡି କୋରାପୁଟ ଜିଲ୍ଲାରେ ଥାଏ । ପାପଡ଼ାହାଣ୍ଡି ସ୍ଥିତ ତୁରି ନଦୀ କୂଳରେ ନିରସ୍ତ୍ର ସତ୍ୟଗ୍ରହୀମାନଙ୍କ ଉପରେ ଅଗଷ୍ଟ ୨୪ ତାରିଖରେ ବ୍ରିଟିସ୍ ସରକାର ପକ୍ଷରୁ ଗୁଳିଚାଳନା ହୋଇଥିଲା । ଯାହା ପରେ ଘଟଣାସ୍ଥଳରେ ୧୯ ଜଣଙ୍କ ମୃତଦେହ ମିଳିଥିଲା ।
Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia


More Stories
ନନ୍ଦୀଗ୍ରାମ ଆସନ ଛାଡ଼ିଲେ ଶୁଭେନ୍ଦୁ ଅଧିକାରୀ
ଚୀନକୁ ଭାରତର କଡ଼ା ବାର୍ତ୍ତା
ଆଜି ତାମିଲନାଡୁରେ ବିଜୟଙ୍କ ଫ୍ଲୋର ଟେଷ୍ଟ