ରାଜ୍ୟରେ ହେବ କି ଆଗୁଆ ନିର୍ବାଚନ ? ଅର୍ଥ ବିଭାଗ ପକ୍ଷରୁ ଅତିରିକ୍ତ ବଜେଟକୁ ନେଇ ପ୍ରସ୍ତୁତି ଆରମ୍ଭ

Early Election in Odisha h ରାଜ୍ୟରେ ହେବ କି ଆଗୁଆ ନିର୍ବାଚନ h ଆଗୁଆ ନିର୍ବାଚନ ହୋଇ ପାରେ ବୋଲି ଚର୍ଚ୍ଚା ହେଉଛି । ଆଉ ଏହା ଭିତରେ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ବି ଆଗୁଆ ନିର୍ବାଚନ ଦିଗରେ ଅନେକ କିଛି ସଂକେତ ଦେଉଛି ।